Advertisement - Remove

need - Example Sentences

ଆବଶ୍ୟକତା390ଆବଶ୍ୟକ25ସମୟର19ଆମକୁ10ଆବଶ୍ୟକତାକୁ9ରଖିବାକୁ7ଦରକାର5ଜରୁରି5ଗୁରୁତ୍ୱାରୋପ5ସଚେତନ4ଆରୋପ4ଚାହୁଁ3ପଡିବ3ନ’ଥାନ୍ତି2ନିଆଯିବା2ଚାହିଁବେ2ଅଙ୍କୁଶ2ସହାୟତାର2ଦିଆଯିବା2ଲୋଭ2ଆସୁରିକ2ଖୋଜିବାର2ଆବଶ୍ୟକତାର2ସାମଗ୍ରୀ2ତାହାକୁ2ପରିପୂରକ1କରିପାରୁଥିବା1ଲତାର1ସୁବ୍ୟବସ୍ଥିତ1ପିତୃତୁଲ୍ୟ1ରାଜନୀତିର1କଥାଠାରୁ1ଅଭାବର1ସର୍ବୋକ୍ରୃଷ୍ଟ1ଚାଲିଗଲି1ଗଣମାଧ୍ୟମ1ଆଖିଆଗରେ1ମହାଦେଶର1ସ୍ୱୀକୃତିପ୍ରାପ୍ତ1ମାଆ-ପୁଅର1ଶିଷ୍ଟାଚାରର1ନିଗର1ସତର୍କ1ପ୍ରତିକ୍ଷାରେ1ଉଚିତ1ପ୍ରତିକୂଳ1ଅନୁସରଣ1ଅପ୍ରତିହତ1ଏଆଇଏଫ୍ଟିଏ1ଗଣ୍ଡାର1ଜୋର1ପ୍ରବୃତ୍ତି1ପ୍ରେତ୍ସାହନ1ସଂଯମତା1ପାଠ୍ୟକ୍ରମକୁ1ସୁବିଧାଗୁଡ଼ିକୁ1ସଂପ୍ରସାରଣ1ଅପଶକ୍ତି1ଉପାୟରେ1ସଦ1ଆତ୍ମ1ଜୀବନସ୍ତରରେ1ହାରରୁ1ବଢ଼ାଇବାକୁ1ପ୍ରଦାନକୁ1ଦେଖାଇବାର1ପରିସ୍ଥାତିକ1ଭୟ1କ୍ଷିପ୍ରତାର1ଚାହାନ୍ତି1ପ୍ରାୟୋଜକ1ପୁଲିସର1ଉତ୍ସବମାନଙ୍କୁ1ଆନ୍ତଃସହର1ବ୍ୟବସ୍ଥିତ1ଛାଡ଼ିଦେଇ1ଜୀବଜଗତର1ଅବଶିଷ୍ଟାଂଶ1ଆବଶ୍ୟକତ1ଭର୍ସନ1ଦେଖାଇବାକୁ1ପୁନଶ୍ଚ1ଉପରେ1ଆବଶ୍ୟକ’1ଉଜ୍ୱଳା1ସମ୍ପ୍ରସାରଣର1ଫଳପ୍ରସୂ1ପକାଯିବା1ତନ୍ୟତା1ହୃଦବୋଧ1ଇଲେକଟ୍ରୋନିକ1ଊଦ୍ଧ୍ୱର୍କୁ1ସଠିକ1ଖଣିଜପଦାର୍ଥର1ଅର୍ଥର୍ନୈତିକ1ଗୁରୁତ୍ଵାରୋପ1ଇଏସଡିଏମ1ଯୋଡିବାର1ନାୟକଙ୍କ1ଆଶଙ୍କାକୁ1ବିକଳ୍ପ1ଘୋଷଣାଗୁଡ଼ିକୁ1ଅଲଲକର1ମହାମାରୀରେ1ଜୀବନଜୀବିକା1ସେବାକୁ1ବିଶ୍ଲେଷଣାତ୍ମକ1ଜୋନ୍‌ର1ଗୁରୁତ୍ୱ1ଗଣ1ଧମକ1ଉପୟ1ଆଙ୍ଗୁଳି1ଥାଇକରି1କରିରଖିଛି1ବାହାରୁନାହିଁ1ପ୍ରତିରୂପର1
He emphasized the need for all wings of Government to work in harmony, and synchronisation, to achieve the best possible results.
ସରକାରଙ୍କ ସମସ୍ତ ବିଭାଗ ସର୍ବୋକ୍ରୃଷ୍ଟ ପରିଣାମ ହାସଲ ପାଇଁ ଐକ୍ୟବଦ୍ଧ, ସମନ୍ୱିତ ଓ ସୁସଂହତ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ଵ ଦେଇଥିଲେ।
There is no denying that we need conventional medicine to address the huge health challenges of today.
ଏକଥା କେହି ଅସ୍ୱୀକାର କରିବେ ନାହିଁ ଯେ, ଆମେ ବର୍ତ୍ତମାନର ବିଶାଳ ସ୍ୱାସ୍ଥ୍ୟଗତ ଆହ୍ୱାନର ସମାଧାନ କରିବା ପାଇଁ ପାରମ୍ପରିକ ଔଷଧର ଆବଶ୍ୟକତା ରହିଛି ।
Essential to identify the areas where districts need improvement and then address the shortcomings.
ଅଭିଳାଷୀ ଜିଲ୍ଲାଗୁଡ଼ିକ ଯେଉଁ କ୍ଷେତ୍ରରେ ଉନ୍ନତି ଚାହୁଁଛନ୍ତି ସେହି ସବୁ କ୍ଷେତ୍ରକୁ ଚିହ୍ନଟ କରାଯିବାର ଆବଶ୍ୟକତା ରହିଛି ଏବଂ ସେହି ସବୁ ତୃଟିକୁ ମଧ୍ୟ ସୁଧାରିବା ଜରୁରୀ ।
The interest rates on these funds need to be affordable and sustainable.
ଏଭଳି ପାଣ୍ଠି ପାଇଁ ସୁଧ ହାର ପୁଣି ସହଜ ଏବଂ ପୋଷଣୀୟ ହେବା ଜରୁରି
He stressed upon the need to bring in global expertise in the field of disaster management.
ସେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବୈଶ୍ୱିକ ବିଶେଷଜ୍ଞତା ଉପଯୋଗ କରିବାର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ ।
Advertisement - Remove
The Prime Minister emphasized the need for an increase in exports, and said that States must be made active partners in this effort.
ପ୍ରଧାନମନ୍ତ୍ରୀ ରପ୍ତାନୀ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ଏବଂ କହିଥିଲେ ଯେ ଏହି ପ୍ରୟାସରେ ରାଜ୍ୟମାନେ ସକାରାତ୍ମକ ଭାବେ ଅଂଶୀଦାର ହେବା ଆବଶ୍ୟକ ।
The need of the hour is to revive the mother-son relationship.
ଏହି ମାଆ-ପୁଅର ସଂପର୍କକୁ ପୁନର୍ବାର ଉଜ୍ଜିବୀତ କରିବା ଆଜିର ସମୟର ଆବଶ୍ୟକତା ।
PM told that it is the need of the hour “ …move to responsible pricing, which balances the interests of both the producer and consumer.
ପୁଣି ଆମକୁ ଉଭୟ ତୈଳ ଓ ବାଷ୍ପ କ୍ଷେତ୍ରରେ ଏକ ସ୍ୱଚ୍ଛ ତଥା ନମନୀୟ ବଜାର ସନ୍ଧାନରେ ଆଗକୁ ଅଗ୍ରସର ହେବାକୁ ପଡ଼ିବ ।
To prevent, control and manage diseases like cancer we need action from all sections of society including NGOs and private sector.
କର୍କଟ ଭଳି ରୋଗର ନିରାକରଣ, ନିୟନ୍ତ୍ରଣ ଏବଂ ପରିଚାଳନା ଲାଗି ଏନଜିଓ ଏବଂ ଘରୋଇ କ୍ଷେତ୍ରକୁ ମିଶାଇ ସମାଜର ପ୍ରତ୍ୟେକ ବର୍ଗର ପଦକ୍ଷେପର ଆବଶ୍ୟକତା ରହିଛି ।
We also need to move towards transparent and flexible markets for both oil and gas.
ଆମେ ମଧ୍ୟ ଉଭୟ ତୈଳ ଓ ଗ୍ୟାସ ଲାଗି ଏକ ସ୍ୱଚ୍ଛ ଏବଂ ତନ୍ୟତା ବିଶିଷ୍ଟ ବଜାର ସୃଷ୍ଟି କରିବାକୁ ପଡିବ ।
Advertisement - Remove

Articles

Languages

Developed nations and languages

10 Oct 2023

There is a strong narrative on English among India's financially and educationally elite classes. The narrative is that English is the only way to…

Continue reading
Languages

Important words and phrases in Marathi (For beginners)

14 Sep 2021

Learning a new language can be difficult. But with constant practice and learning it can be easy. Starting to talk in the language you are trying to…

Continue reading
Languages

Tips to improve your spellings

31 Aug 2021

Writing in English is as important as speaking. To learn to write correctly might seem like a difficult task. There are always some tips that you need…

Continue reading
Languages

Active Voice and Passive Voice

24 Aug 2021

This article will help you understand the difference between active and passive voice and make your written and spoken skills of language better.

Continue reading
Languages

Difference between Voice and Speech in Grammar

23 Aug 2021

English learners may get confused between the use of these two topics and end up making mistakes. Read this short article to help yourself and improve…

Continue reading
Languages

Direct and Indirect speech

19 Aug 2021

Knowing how to use direct and indirect speech in English is considered important in spoken English. Read the article below and understand how to use…

Continue reading
Languages

Types of nouns

17 Aug 2021

Nouns are the largest group of words in any language. Understanding them and using them correctly while learning the language is considered very…

Continue reading
Languages

Ways to improve your spoken English skills

16 Aug 2021

Improving spoken languages might seem as a challenge. But, with proper guidance and tips, it is not too difficult.

Continue reading